Below header
Browsing Tag

three lakh loot

ବାସୁଦେବପୁର : କଳା ପଲସର୍‌ରେ ଆସି ଏସ୍‌ଏଚ୍‌ଜିଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବାସୁଦେବପୁର (କେନ୍ୟୁଜ୍‌) : କଳା ପଲ୍‌ସର୍‌ରେ ଆସିଲେ ଆଉ ଏସ୍‌ଏଚ୍‌ଜିଙ୍କ କଷ୍ଟ ଅର୍ଜିତ ୩ ଲକ୍ଷ ଟଙ୍କା ଲୁଟି ନେଲେ । ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ଇରମ ଟ୍ରେକର ଷ୍ଟାଣ୍ଡ ନିକଟରୁ ଏହି ଲୁଟ୍‌ ହୋଇଛି । ଆଜି ଅପରାହ୍ନରେ ଘଟିଛି ଏହି ଘଟଣା । ନୂଆଗାଁ ପଞ୍ଚାୟତ ଭାଟପଡ଼ା…