ଭୁବନେଶ୍ବର: ଜୀବନ ବଞ୍ଚାଇ ଫେରିଲେ ଡ୍ରେନ୍ରେ ଭାସିଯାଇଥିବା ତିନି ଯୁବକ, ବଖାଣିଲେ ୩୦ ମିନିଟ୍ ସଂଘର୍ଷର କାହାଣୀ
ଭୁବନେଶ୍ବର: ଜୀବନ ବଞ୍ଚାଇ ଫେରିଲେ ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଅଞ୍ଚଳରେ ଡ୍ରେନ୍ରେ ଆସିଯାଇଥିବା ତିନି ଯୁବକ । ତିନି ଜଣ ଯୁବକ ହେଉଛନ୍ତି ବି-ଟେକ୍ ଛାତ୍ର । ଜୀବନ ବଞ୍ଚାଇବେ ପରେ କଳିଙ୍ଗ ଟିଭିରେ ଆଗରେ କହିଛନ୍ତି, କିପରି ଜୀବନ ବଞ୍ଚାଇବା ପାଇଁ କରିଥିଲେ ସଂଘର୍ଷ ? କିପରି ଥିଲା ପ୍ରବଳ…