ଲମ୍ବା ଓ ମଜଭୁତ ଚୁଟି ଚାହୁଁଥିଲେ ବେଣି ପକାନ୍ତୁ, ଶୀଘ୍ର ବଢ଼ିବା ସହ ହେବ ମୋଟା
ଅଧିକାଂଶ ଝିଅ ଚୁଟି ବାନ୍ଧିବା ପରିବର୍ତ୍ତେ ଖୋଲା ରଖିବାକୁ ଅଧିକ ପସନ୍ଦ କରନ୍ତି। ଚୁଟି ବାନ୍ଧିବା ଏକ ପୁରୁଣା କାଳିଆ ଷ୍ଟାଇଲ ବୋଲି ଝିଅମାନେ ଭାବିଥାନ୍ତି। ଏଣୁ ଟ୍ରେଣ୍ଡିଂରେ ରହିବାକୁ ଝିଅମାନେ ଚୁଟି ଖୋଲା ରଖିଥାନ୍ତି। କିନ୍ତୁ ସତ କଥା ହେଉଛି ଚୁଟି ଖୋଲା ରଖିଲେ ତାହା ଅଧିକ ଝଡ଼େ ଓ ପତଳା…