Below header
Browsing Tag

tiger has been given a gold tooth

ଖେଳନା ଚୋବାଇ ଭାଙ୍ଗିଯାଇଥିଲା ଏହି ବାଘର ଦାନ୍ତ, ଡାକ୍ତରମାନେ ଲଗାଇଲେ ସୁନାର ଦାନ୍ତ 

ମଣିଷର ଦାନ୍ତ ଭାଙ୍ଗିଗଲେ ସୁନାର ଦାନ୍ତ ଲଗାଇବା କଥା ତ ଆପଣ ପୂର୍ବରୁ ଶୁଣିଥିବେ କିନ୍ତୁ କେବେ ଶୁଣିଛନ୍ତି କି ଏକ ବାଘର ଦାନ୍ତ ଭାଙ୍ଗିଯିବାରୁ ତା ଠାରେ ସୁନାର ଦାନ୍ତ ଲଗାଯାଇଛି ।  ଆଶ୍ଚର୍ଯ୍ୟ ଲାଗିଥିବ ନିଶ୍ଚୟ କିନ୍ତୁ କଥାଟି ସମ୍ପୂର୍ଣ୍ଣ ସତ ।  ଏଠାରେ ଡାକ୍ତରମାନେ ଏକ ବଙ୍ଗାଲ ଟାଇଗର…