Below header
Browsing Tag

tiger terror

ନୂଆପଡ଼ା: ସୁନାବେଡ଼ା ଅଭୟାରଣ୍ୟର ଛୋଟ ଲୋଡରା ଗାଁରେ ଆତଙ୍କ, ବାଘ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ !

ନୂଆପଡ଼ା : ନୂଆପଡ଼ାର ସୁନାବେଡ଼ା ଅଭୟାରଣ୍ୟର ଛୋଟ ଲୋଡରା ଗାଁରେ ଚିତାବାଘ ଆତଙ୍କ। ବାଘ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ସକାଳେ ଗାଁର ଜଣେ ମହିଳା କାଜୁ ବଗିଚାକୁ ଯାଇଥିଲେ। ତେବେ ସେ ସଂଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିବା…

ନୂଆପଡ଼ା ହଳଦୀ ଗାଁରେ ଆତଙ୍କ! ସିଲତା ମନ୍ଦିର ଜଙ୍ଗଲରେ ବୁଲୁଛି ବାଘ, କ୍ୟାମେରାରେ ହେଲା କଏଦ

ନୂଆପଡ଼ା : ନୂଆପଡ଼ା ହଳଦୀ ଗାଁରେ ପୁଣି ବାଘ ଆତଙ୍କ। ସିଲତା ମନ୍ଦିର ଜଙ୍ଗଲରେ ବୁଲୁଛି ବାଘ। ବାଘ ବୁଲୁଥିବାର ଚିତ୍ର କ୍ୟାମେରାରେ କଏଦ ହୋଇଛି। ଫଳରେ ଗାଁ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ଖରିଆରରୋଡ ବନବିଭାଗ କର୍ମଚାରୀ ଗାଁରେ ପହଞ୍ଚି ଅନୁଧ୍ୟାନ ଜାରି ରଖିଛନ୍ତି। ଗତ ୨୦୧୭ରେ ବାଘଟି ହଳଦୀ…

ନବରଙ୍ଗପୁର ପୁଟଘର ଗାଁରେ ପୁଣି ବାଘ ଆତଙ୍କ: ବନ ବିଭାଗ ପହଁଚି ଜଙ୍ଗଲର ଦୁଇଟି ସ୍ଥାନରେ କ୍ଯାମେରା ଲଗାଇବା ସହିତ…

ନବରଙ୍ଗପୁର: ଘଞ୍ଚ ଜଙ୍ଗଲ ଓ ପାହାଡ଼ ଘେରା ମଧ୍ୟରେ ଦୁଇ କିଲୋମିଟର ପାଦ ଚଲା ରାସ୍ତା ଅତିକ୍ରମ କରିବା ପରେ ଆସେ ନବରଙ୍ଗପୁର ଜିଲ୍ଲାର  ପୁଟ ଘର ଗାଁ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ପୁଟଘର ଗାଁ ଲୋକ ନିରାଡ଼ମ୍ବର ଭାବେ ସୁଖ,ଶାନ୍ତି ଓ ଖୁସିରେ ଜୀବନ ଜିଉଁ ଥିବା ବେଳେ ଜଙ୍ଗଲ…