Below header
Browsing Tag

tigress anini died

ନନ୍ଦନକାନନରେ ବାଘୁଣୀ ‘ଆନିନୀ’ର ମୃତ୍ୟୁ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବାଘ ସଫାରୀ ମଧ୍ୟରେ ରହିଥିବା ସାଧାରଣ ନାଲି ରଙ୍ଗ ବାଘୁଣୀ ’ଆନିନୀ’ (୬)ର ମୃତ୍ୟୁ । ପ୍ରାୟ ଏକ ମାସ ଧରି ସେ ଅସୁସ୍ଥ ଥିଲା। ତେଣୁ କିଛି ବି ଖାଉନଥିଲା। ଯାହାଫଳରେ ଅତି ଦୁର୍ବଳ ହୋଇପଡିବା ସହିତ ତାର ରକ୍ତରେ ହେମୋଗ୍ଲୋବିନ୍ କମି କମି…