Below header
Browsing Tag

tips for woman

ଏକୁଟିଆ ଯିବା ବେଳେ କେହି ଆକ୍ରମଣ କଲେ କେମିତି କରିବେ ନିଜକୁ ରକ୍ଷା, ଜାଣନ୍ତୁ କେତେକ ସହଜ ଉପାୟ

ଘରେ ହେଉ ବା ବାହାରେ ଏବେ ସବୁଠି ଅସୁରକ୍ଷିତ ମହିଳା। ଶରୀର ଲୋଭୀଙ୍କ ଲୋଲୁପ ଦୃଷ୍ଟିରୁ ବାଦ୍‌ ପଡ଼ୁନାହାନ୍ତି କୁନି କଳିକା। ସେ ବୟସ୍କା ମହିଳା ହୁଅନ୍ତୁ ବା ଛୋଟ ବାଳିକା, ସମସ୍ତଙ୍କ ଉପରେ ନର ରୂପୀ ରାକ୍ଷସ ନିଜ ନଜର ପକାଇବସିଛନ୍ତି। କେମିତି ସୁଯୋଗ ମିଳିବ ଆଉ ଖିନଭିନ୍‌ କରି ଖାଇଯିବେ କୋମଳ…

ଏହି ୬ଟି ହରକତ କହିବ ଆପଣଙ୍କ ସ୍ୱାମୀ ହୋଇଯାଇଛନ୍ତି କଣ୍ଟ୍ରୋଲରୁ ବାହାର

ଏକ ଗବେଷଣାରୁ ଜଣାପଡ଼ିଛି, ସ୍ୱାମୀଙ୍କ ତୁଳନାରେ ସ୍ତ୍ରୀଙ୍କୁ ଅଧିକ ଧୋକା ମିଳିଥାଏ। ଏଥିରେ ସ୍ତ୍ରୀମାନଙ୍କ ପ୍ରେମ ଓ ଭରସା ଦୁଇଟିଯାକ ଭାଙ୍ଗିଯାଇଥାଏ। ତେବେ ଏଥିପୂର୍ବରୁ କିଛି ସଙ୍କେତ ମିଳିବା ଆରମ୍ଭ ହୋଇଯାଏ। କିନ୍ତୁ ମହିଳାମାନେ ଏହାକୁ ଅଣଦେଖା କରିଥାଆନ୍ତି, ଯାହାକି ଠିକ୍‌ ନୁହେଁ। ଯଦି…