Below header
Browsing Tag

tirupati rain

ଆନ୍ଧ୍ରରେ ୩୦ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା: ବର୍ତ୍ତମାନ ସୁଦ୍ଧା ୩୯ ଜଣଙ୍କର ମୃତ୍ୟୁ, ୫୦ରୁ ଅଧିକ ନିଖୋଜ

ଆନ୍ଧ୍ରପ୍ରଦେଶ: ଡିପ୍ରେସନ୍‌ ପ୍ରଭାବରେ ଆନ୍ଧ୍ରରେ ବର୍ଷା ଆଣିଛି ବିତ୍ପାତ । ଚିତ୍ତୋର ଓ ରୟାଲସୀମା ଅଞ୍ଚଳରେ ମୂଷଳଧାରରେ ବର୍ଷା ବ୍ୟାପକ କ୍ଷତିକ୍ଷତି କରିଛି । ବର୍ତ୍ତମାନ ସୁଦ୍ଧା ଆନ୍ଧ୍ରରେ ୩୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନିଖୋଜ ଅଛନ୍ତି ୫୦ରୁ ଅଧିକ । ଆନ୍ଧ୍ରରେ ବର୍ଷା…