Browsing Tag

titanic

ସର୍ଚ୍ଚ ଅପରେସନ ବେଳେ ମିଳିଲା ଟାଇଟନ ଧ୍ୱଂସାବେଶଷ, ସମସ୍ତ ୫ ଯାତ୍ରୀ ମୃତ

ନୂଆଦିଲ୍ଲୀ : ମିଳିଲା ଟାଇଟନ ଧ୍ୱଂସାବଶେଷ, ସମସ୍ତ ୫ ଯାତ୍ରୀ ମୃତ । ଆଟଲାଣ୍ଟିକ ମହାସାଗରରେ ନିଖୋଜ ବୁଡ଼ା ଜାହାଜ ଟାଇଟନର ସମସ୍ତ ୫ ଯାତ୍ରୀ ମୃତ । ଆମେରିକା କୋଷ୍ଟଗାର୍ଡ ଏହା ସ୍ପଷ୍ଟ କରିଛି । ରିଅର ଆଡମିରାଲ ଜନ ମଗେର କହିଛନ୍ତି ପ୍ରାୟ ୧୬ଶୁହ ଫୁଟ୍‌ ତଳୁ ଟାଇଟନର ଧ୍ୱଂସାବଶେଷ ମିଳିଛି ।…

ବୁଡାଜାହାଜ ଟାଇଟନରେ ସରି ସରି ଆସୁଛି ଅକ୍ସିଜେନ: କ୍ଷୀଣ ହୋଇ ଯାଉଛି ଯାତ୍ରୀଙ୍କୁ ଜୀବିତ ଉଦ୍ଧାର କରିବାର ଆଶା

ନୂଆଦିଲ୍ଲୀ : ରହସ୍ୟ ହୋଇ ରହିଯିବ କି ବୁଡାଜାହାଜ ଟାଇଟନ୍‌। ଆଟଲାଣ୍ଟିକ ମହାସାଗରର ଅଥଳ ଜଳରାଶିରେ ଚାଲିଥିବା ସର୍ଚ୍ଚ ଅପରେସନରୁ ମିଳୁନି କୌଣସି ସଫଳତା। କ୍ଷୀଣ ହୋଇ ଆସୁଛି ଯାତ୍ରୀଙ୍କୁ ଜୀବିତ ଉଦ୍ଧାର କରିବାର ଆଶା। ସରି ସରି ଆସୁଛି ଅକ୍ସିଜେନ। ଜାହାଜରେ ଆଉ ମାତ୍ର କିଛି ଘଣ୍ଟା ପାଇଁ…