Browsing Tag

TITLI AFFECTED AREA OF GAJAPATI

ତିତଲି ଝଡ଼ର ପାଦଚିହ୍ନ : ପଲିଥିନ୍ ତଳେ ୨୦ଦିନ ହେବ ବିତୁଛି ୪ ଗ୍ରାମବାସୀଙ୍କ ଜୀବନ

ପାରଳାଖେମୁଣ୍ଡି (କେନ୍ୟୁଜ୍) : ତିତଲି ଝଡ଼ର ପାଦଚିହ୍ନ । କେତେ ଭୟଙ୍କର ଥିଲା ସତେ । ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକର ଅନଘା ପଞ୍ଚୟତର ଭୂୟାଁପଡା ଗାଁ । ଏଇ ଗାଁର ଲୋକେ ନିଜ ଜୀବନ ସିନା ରକ୍ଷା କରି ଦେଲେ ହେଲେ ବଞ୍ଚାଇ ପାରିଲେନି ନିଜ ଘରଦ୍ବାର । ତେଣୁ କଳା ପଲିଥିନ୍ ତଳେ ଜୀବନ…