Below header
Browsing Tag

TMC

୪ ଟିଏମସି ନେତାଙ୍କୁ ଗିରଫ କଲା ସିବିଆଇ, ଖବର ଜାଣିବା ପରେ ଅଫିସରେ ପହଁଚିଲେ ମମତା ବାନାର୍ଜୀ

କୋଲକାତା (କେନ୍ୟୁଜ) : ପଶ୍ଚିମବଙ୍ଗରେ ହାଇ ଡ୍ରାମା । ଟିଏମସି ନେତାଙ୍କୁ ଗିରଫ କଲା ସିବିଆଇ। ଚାରି ଟିଏମସି ନେତାଙ୍କ ମଧ୍ୟରେ ଅଛନ୍ତି ଦୁଇ ମନ୍ତ୍ରୀ । ଏମାନେ ହେଲେ ଫିରାଦ ହାକିମ ଓ ସୁବ୍ରତ ମୁଖାର୍ଜୀ । ଏହାସହ ବିଧାୟକ ମଦନ ମିତ୍ର ଓ ପୂର୍ବତନ ମେୟର ଶୋଭନ ଚାଟାର୍ଜୀଙ୍କୁ ମଧ୍ୟ ଗିରଫ…

ବିଜେପି ଓ ଟିଏମସି ମଧ୍ୟରେ ଚାଲିଛି ତୁ ତୁ ମେଁ ମେଁ, ଦିଦିଙ୍କୁ ଟାର୍ଗେଟ କଲେ ମୋଦି

କୋଲକାତା : ସରିଛି ନନ୍ଦିଗ୍ରାମ ଆସନ ପାଇଁ ମତଦାନ । ହେଲେ ସରିନି ରାଜନୈତିକ ବୟାନବାଜି । ବିଜେପି ଓ ଟିଏମ୍‌ସି ମଧ୍ୟରେ ଆରମ୍ଭ ହୋଇଛି ବାକ୍‌ଯୁଦ୍ଧ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଜନସଭାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଥିଲେ । ମୋଦି କହିଥିଲେ,…

ପଶ୍ଚିମବଙ୍ଗ ନିର୍ବାଚନ: ପୁଣି ଚାରିଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା ଟିଏମସି, ଅସନ୍ତୁଷ୍ଟଙ୍କୁ ମନାଇବା ପାଇଁ…

ପଶ୍ଚିମବଙ୍ଗରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜନୀତି ଉଷ୍ମତା ବଢିବାରେ ଲାଗିଛି। ବିଧାନସଭା ନିର୍ବାଚନ ପାଇଁ ଟିଏମସି ନେତ୍ରୀ ମମତା ବାନାର୍ଜୀ ପୁଣି ଥରେ ସରକାରକୁ ଫେରିବା ପାଇଁ କସରତ କରୁଛନ୍ତି । ପଶ୍ଚିମବଙ୍ଗରେ ସର୍ବପ୍ରଥମେ ଟିଏମସି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା ।…

ବିଜେପି ସମର୍ଥକଙ୍କ ବୃଦ୍ଧା ମା’ଙ୍କୁ ଅତି ନିର୍ଦ୍ଦୟ ଭାବେ ପିଟିଲେ ଟିଏମ୍‌ସି କର୍ମୀ, ଫଟୋ ଦେଖିଲେ ଥରି ଉଠିବ ଛାତି

ପଶ୍ଚିମବଙ୍ଗରେ ଚଳିତବର୍ଷ ନିର୍ବାଚନ ହେବ। ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ ଲଗାତାର ହିଂସା ହେଉଥିବା ଖବର ସାମ୍ନାକୁ ଆସିଛି। ଏବେ ପଶ୍ଚିମବଙ୍ଗର ନର୍ଥ ୨୪ ପ୍ରଗଣା ଜିଲ୍ଲାରେ ଟିଏମ୍‌ସି କର୍ମକର୍ତ୍ତାମାନେ ଭାରତୀୟ ଜନତା ପାର୍ଟିର ନେତା ଗୋପାଳ ମଜୁମଦାର ଓ ତାଙ୍କ ବୃଦ୍ଧା…