Below header
Browsing Tag

Tomato farmer turns millionaire

ଟମାଟୋ ଚାଷ କରି ଲାଲେଲାଲ୍‌, ୪୫ ଦିନରେ ପାଇଲେ ୪ କୋଟି ଟଙ୍କା

ଚାଷୀ ଅଧିକାଂଶ ସମୟରେ ଫସଲରୁ କ୍ଷତି ସହିଥାଏ । କେତେବେଳେ ବର୍ଷା ପାଇଁ ତ କେତେବେଳେ ମରୁଡି ପାଇଁ । କଠିନ ପରିଶ୍ରମ କରି ଫଳାଇ ଥିବା ଫସଲ ଯେବେ ଉଜୁଡି ଯାଏ ଚାଷୀର ମେରୁଦଣ୍ଡ ଭାଙ୍ଗିଯାଏ । ଏହି କ୍ଷତି କେବେ କେବେ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥାଏ । କେବେ ଯଦି ଭାଗ୍ୟ ସାଥି…