Below header
Browsing Tag

torture of a bride

ନବବଧୂକୁ ନିଯ୍ଯାତନା: ମାଡ ମାରିବା ପରେ ହାତଗୋଡ ବାନ୍ଧି ଡୋଲି ଭିତରେ ପକାଇଦେଲେ ଶାଶୁ ଘର ଲୋକେ

ଭଞ୍ଜନଗର: ଗଂଜାମ ଜିଲ୍ଲା ବୁଗୁଡା ଥାନା ମଙ୍ଗରାଜପୁର ଡାଙ୍ଗି ସାହିରେ ଏକ ଅଭାବନୀୟ ଘଟଣା ସମ୍ନାକୁ ଆସିଛି । ଶାଶୁ ଘର ଲୋକେ କେତେ ଯେ ନିର୍ଦ୍ଦୟ ହୋଇପାରନ୍ତି ତାହା ପ୍ରମାଣ ମିଳିଛି । ସୂଚନା ଅନୁଯାୟୀ ଗଲା ଆଠ ମାସ ତଳେ ବିବାହ ହୋଇଥିବା ଜଣେ ନବବଧୂଙ୍କୁ ମାଡ ମାରିବା ସହ ହାତଗୋଡ ବାନ୍ଧି…