Below header
Browsing Tag

Tosali Fair

ଚାଲିଛି ୧୮ତମ ଜାତୀୟ ହସ୍ତଶିଳ୍ପ ମେଳା ‘ତୋଷାଳି’, ଅନନ୍ୟ ଆକର୍ଷଣ ସାଜିଛି ଅହିଂସା ଉପାୟରେ ଓଡ଼ିଶା ପ୍ରସ୍ତୁତ କରୁଥିବା…

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ଜନତା ମଇଦାନରେ ଚାଲିଛି ୧୮ତମ ଜାତୀୟ ହସ୍ତଶିଳ୍ପ ମେଳା ‘ତୋଷାଳି’ । ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜନ କରାଯାଇଛି ଏହି ଜାତୀୟ ସ୍ତରୀୟ ମେଳା । ଏଥିରେ ଓଡ଼ିଶା ଓ ବିଭିନ୍ନ ରାଜ୍ୟର ଆକର୍ଷଣୀୟ ଉତ୍ପାଦର ପ୍ରଦର୍ଶନୀ ଓ…

ଜନତା ମଇଦାନରେ ଆରମ୍ଭ ହୋଇଛି ଜାତୀୟ ହସ୍ତତନ୍ତ ତୋଷାଳୀ ମେଳା, ୧୪ ଦିନ ଧରି ଉପଭୋଗ ରାଜଧାନୀବାସୀ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ଜନତା ମଇଦାନରେ ଆରମ୍ଭ ହୋଇଛି ଜାତୀୟ ହସ୍ତତନ୍ତ ମେଳା ତୋଷାଳୀ । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ୧୪ ଦିନ ଧରି ତୋଷାଳୀ ମେଳା ଚାଲିବ । ପରିସରକୁ ପାରମ୍ପରିକ ରୂପ ଦିଆଯିବା ସହ ଥିମ୍ ପାଭିଲିଅନ୍‌କୁ ଭିନ୍ନ ତଥା ଆକର୍ଷଣୀୟ ରୂପ ଦିଆଯାଇଛି। ଏଥିରେ ଦେଶର କୋଣ…