ରାଜ୍ୟରେ ଆଜି ୨୮୫୪ କରୋନା ପଜିଟିଭ୍ ଚିହ୍ନଟ, ଗଲା ଆଉ ୧୫ଜଣଙ୍କ ଜୀବନ
ଭୁବନେଶ୍ବର: ରାଜ୍ୟରେ ଆଉ ୨୮୫୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍ରୁ ୧୬୫୯ ଥିବା ବେଳେ ,ଲୋକାଲ କଣ୍ଟାକ୍ଟ କେସ୍ ୧୧୯୫ । ଖୋର୍ଦ୍ଧାରୁ ଆଜି ମଧ୍ୟ ସର୍ବାଧିକ ୩୯୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଟକରୁ ୨୪୪, ସୁନ୍ଦରଗଡ଼ରୁ ୧୪୩, ଅନୁଗୁଳରୁ ୧୩୧, ବାଲେଶ୍ୱରରୁ ୧୧୬ ଜଣ…