Browsing Tag

tourist places in kandhamal

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କନ୍ଧମାଳ ଜିଲ୍ଲା, ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଜମୁଛି ପର୍ଯ୍ୟଟଙ୍କ ଭିଡ଼

ଫୁଲବାଣୀ (କେ ନ୍ୟୁଜ୍‌) : ପର୍ଯ୍ୟଟନ ଋତୁ ଆସିଲେ ପର୍ଯ୍ୟଟକଙ୍କ ମନ ଅସ୍ତବ୍ୟସ୍ତ ହୋଇଉଠେ । ବୁଲିବାକୁ ଇଚ୍ଛା ହୁଏ ମନଲୋଭା ପର୍ଯ୍ୟଟନସ୍ଥଳୀ । ଉପଭୋଗ କରିବାକୁ ଇଚ୍ଛା ହୁଏ ପ୍ରକୃତିର ଶୋଭା । ସହରର ଚାକଚକ୍ୟ ଓ ବ୍ୟସ୍ତବହୁଳ ଜୀବନ ଭିତରୁ ସମୟ ବାହାର କରି ସମସ୍ତେ ହଜିଯିବା ପାଇଁ ଚାହାନ୍ତି…