Browsing Tag

tractor fell into bridge

ନିମ୍ନ ମାନର କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ: ବର୍ଷେ ନ ପୁରୁଣୁ ନଷ୍ଟ ହୋଇଗଲା ପୋଲ, ଅଧାବାଟରେ ଗଳି ପଡ଼ିଲା ଇଟା ବୋଝେଇ…

ଆନନ୍ଦପୁର: ବର୍ଷେ ନ ପୁରୁଣୁ ନଷ୍ଟ ହୋଇଗଲା ପୋଲ । ଗଳି ପଡ଼ିଲା ଇଟା ବୋଝେଇ ଟ୍ରାକ୍ଟର । ଏଭଳି ଦୃଶ୍ୟ  ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ଶାଳପଡା-ସରେଇଁ ରାସ୍ତା ରେ । ପୂର୍ତ୍ତ ବିଭାଗ ଅଧିନରେ ଥିବା ଏହି ରାସ୍ତାର ଫାପୁଡିଆ ନାଳ ଉପରେ ଥିବା ପୋଲଟି ଗତବର୍ଷ ଲଗାଣ ବର୍ଷା ଯୋଗୁଁ…