Below header
Browsing Tag

TRAI

ଦୀପାବଳିରେ ଜିଓ ଦେଲା ବଡ଼ ଝଟକା, ଏବେ ଅନ୍ୟ ନେଟୱାର୍କରେ କଥା ହେଲେ କଟିବ ପଇସା

ଦେଶର ସବୁଠାରୁ ବୃହତ୍ତମ ଟେଲିକମ ଅପରେଟର ରିଲାଏନ୍ସ ଜିଓ ନିଜର ଗ୍ରାହକ ମାନଙ୍କୁ ଦେଇଛି ଏକ ବଡ଼ ଝଟକା । ଅଲଗା ନେଟୱାର୍କକୁ ଭଏସ କଲ କଲେ ଏବେ କଟିବ ପଇସା । ଜିଓ ୟୁଜରମାନଙ୍କୁ ବର୍ତ୍ତମାନ ଭଏସ କଲ ପାଇଁ ପଇସା ଦେବାକୁ ପଡିବ । ଜିଓର ଘୋଷଣା ଅନୁଯାୟୀ ଏବେ ଗ୍ରାହକମାନେ ଅନ୍ୟ ନେଟୱାର୍କକୁ କଲ…

ଏବେ ମୋବାଇଲ ନମ୍ବର ପୋର୍ଟ କରାନ୍ତୁ ମାତ୍ର ୬.୪୬ ଟଙ୍କାରେ, ୧୧ ନଭେମ୍ବର ଠାରୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ

ଯଦି ଆପଣ ମଧ୍ୟ ନିଜ ନମ୍ବରକୁ ପୋର୍ଟ କରିବାକୁ ଚାଁହୁଛନ୍ତି ତାହେଲେ ଆପଣଙ୍କ ପାଇଁ ଖୁସି ଖବର । ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (TRAI) ମୋବାଇଲ ନମ୍ବର ପୋର୍ଟାବିଲିଟିର ଦର କମ କରିବାକୁ ଯାଉଛି । ଏବେ ଆପଣ କେବଳ ୬.୪୬ ଟଙ୍କାରେ ନିଜର ମୋବାଇଲ ନମ୍ବରକୁ ପୋର୍ଟ କରାଇ ପାରିବେ ।…

୧୦ ବଦଳରେ ୧୧ ଅଙ୍କ ବିଶିଷ୍ଟ ହେବ ମୋବାଇଲ ନମ୍ବର, ଟ୍ରାଇ କରୁଛି ପ୍ରସ୍ତୁତି

ଟେଲିକମ ରେଗ୍ୟୁଲାରିଟି ଅଥରିଟି ଅଫ ଇଣ୍ଡିଆ (TRAI) ଅତିଶୀଘ୍ର ଫୋନର ୧୦ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ବଢ଼ାଇ ୧୧ଟି ଅଙ୍କ କରିବା ପ୍ରସ୍ତୁତିରେ ଲାଗି ପଡିଛି । ଏହି ଅଙ୍କ ବଢାଇବା ପାଇଁ ଟ୍ରାଇ ରିପୋର୍ଟ ମଧ୍ୟ ଜାରି କରିସାରିଛି । ଟ୍ରାଇର ରିପୋର୍ଟ ଅନୁଯାୟୀ ମୋବାଇଲ ନମ୍ବରର ସଂଖ୍ୟା ବଢାଇବା…

ଟିଭି ଚ୍ୟାନେଲ ରିହାତି ଅଫରରେ ରୋକ ଲଗାଇ ପାରନ୍ତି ଟ୍ରାଇ, ଜାଣନ୍ତୁ ଆପଣଙ୍କ ପକେଟ ଉପରେ କ’ଣ ପ୍ରଭାବ ପକାଇବ

ବ୍ରଡ୍‌କାଷ୍ଟର ଏବଂ ବିତରକ ତରଫରୁ ଗ୍ରାହକଙ୍କୁ ନିଜ ପ୍ଲାଟଫର୍ମରେ ରୋକ ଲଗାଇବା ପାଇଁ ମେଗା ଅଫର ଉପରେ ନଜର ରଖିଛି ଟ୍ରାଇ। ଦୂରସଂଚାର ନିୟାମକ ଅନୁଯାୟୀ, ଏହି ଅଫର ଯୋଗୁଁ ଗ୍ରାହକଙ୍କୁ ସଠିକ୍‌ ଚ୍ୟାନେଲ ଚୟନ କରିବା ଉପରେ ସମ୍ପୂର୍ଣ୍ଣ ସ୍ୱାଧୀନତା ମିଳୁନାହିଁ। ଏହି ରିହାତିରେ ଲଗାମ…