Below header
Browsing Tag

train accident in bangladesh

ବାଂଲାଦେଶ ବ୍ରହ୍ମଣବାଡିଆରେ ୨ଟି ଯାତ୍ରୀବାହୀ ଟ୍ରେନ୍‌ ମୁହାଁମୁହିଁ, ୧୫ ଜଣଙ୍କ ମୃତ୍ୟୁ ୫୮ରୁ ଅଧିକ ଯାତ୍ରୀ ଆହତ

ବାଂଲାଦେଶ ବ୍ରହ୍ମଣବାଡିଆରେ ଦୁଇଟି ଯାତ୍ରୀବାହୀ ଟ୍ରେନ୍‌ ମଧ୍ୟରେ ଦୁର୍ଘଟଣା । ଏଥିରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୮ରୁ ଅଧିକ ଯାତ୍ରୀ ଆହତ ହେଇଛନ୍ତି । ସିଲହଟ୍‌ରୁ ଚାଟଗାଁ ଯାଉଥିବା ଉଦୟନ ଏକ୍ସପ୍ରେସ୍‌ ସହ ଢାକା ଯାଉଥିବା ଟୁର୍ଣ୍ଣା ନିଶିତ ଏକ୍ସପ୍ରେସ୍‌ ମଧ୍ୟରେ ଧକ୍କା ହୋଇଥିଲା…