୧୩୦ ସ୍ପିଡ୍ ଥିବା ଟ୍ରେନର ଛାତ ଉପରେ ଶୋଇ ଶୋଇ ଯାତ୍ରା କଲେ ଯୁବକ, ଭାଇରାଲ ହେଉଛି ଭିଡିଓ
ଟ୍ରେନରେ ମିଳିଲାନି ସିଟ । ପରେ ଯାତ୍ରୀଙ୍କ ମୁଣ୍ଡକୁ ଆସିଲା ଅଦ୍ଭୁତ ବୁଦ୍ଧି । ଟ୍ରେନରେ ଯାତ୍ରା କରିବା ପାଇଁ ଏମିତି ଉପାୟ ଆପଣାଇଲେ ଯେ କେବଳ ଯାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇଥିଲେ ତାହା ନୁହେଁ ବରଂ ରେଳକର୍ମଚାରୀମାନେ ମଧ୍ୟ ନିଜ ଆଖିକୁ ବିଶ୍ୱାସ କରିପାରି ନଥିଲେ । ତେବେ ଜଣେ ଯୁବକ ଟ୍ରେନ…