Browsing Tag

Transaction of notes

ଟଙ୍କା ଲେଣଦେଣରୁ ମଧ୍ୟ ବ୍ୟାପିପାରେ କରୋନା! ଲୋକଙ୍କୁ ସତର୍କ କଲା WHO

କରୋନା ଭାଇରସ୍‌ ବ୍ୟାପିବା ନେଇ ଏକାଧିକ କାରଣ ସାମ୍ନାକୁ ଆସୁଛି। ଏବେ ଆଉ ଏକ ବିଚିତ୍ର କାରଣ ଲୋକଙ୍କୁ ଭୟଭୀତ କରିଦେଇଛି। ବୈଜ୍ଞାନିକମାନଙ୍କ କହିବା ହେଲା, ଟଙ୍କା ଲେଣଦେଣ ଯୋଗୁ ମଧ୍ୟ କରୋନା ଜଣଙ୍କଠାରୁ ଅନ୍ୟଜଣଙ୍କୁ ବ୍ୟାପିପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO) ଏ ନେଇ ଲୋକଙ୍କୁ ସତର୍କ…