Browsing Tag

transport rules

ଯଦି ଆପଣ ଛୋଟ ପିଲାଙ୍କୁ ସ୍କୁଟର ଓ ବାଇକ୍‌ରେ ନେଉଛନ୍ତି, କଟିପାରେ ଚାଲାଣ, ଜାଣନ୍ତୁ କ’ଣ ଅଛି ନିୟମ

ନୂଆଦିଲ୍ଲୀ : ଆମ ଭିତରୁ ବହୁ ଲୋକ ନିଜର ଛୋଟ ପିଲାପିଲାଙ୍କୁ ସ୍କୁଟର ଓ ବାଇକ୍‌ରେ ବସାଇ କରି ଯାଇଥାନ୍ତି । ଆପଣ ଜାଣନ୍ତି କି ଏହାଦ୍ୱାରା ଆପଣଙ୍କୁ ଫାଇନ ଲାଗିପାରେ । ଭାରତରେ ୪ ବର୍ଷ କିମ୍ବା ତା’ଠାରୁ କମ୍‌ ବୟସର ପିଲାଙ୍କୁ ଦୁଇ ଚକିଆ ବାହନରେ ନେଇ ଯିବା ସମ୍ବନ୍ଧରେ ଗତ ବର୍ଷ କିଛି…