Browsing Tag

tri colour flag

ପୂରା ବିଶ୍ୱରେ ସ୍ୱାଧୀନତା ଦିବସ ପାଳନ, ୬ ମହାଦେଶ ଓ ୩ ସାଗରରେ ଉଡ଼ିଲା ଜାତୀୟ ପତାକା

ନୂଆଦିଲ୍ଲୀ : ପୂରା ବିଶ୍ୱରେ ସ୍ୱାଧୀନତା ଦିବସ ପାଳନ କରିଛି ଭାରତର ନୌସେନା । ୬ଟି ମହାଦେଶ ଏବଂ ୩ଟି ମହାସାଗରରେ ତ୍ରିରଙ୍ଗା ଉଡ଼ାଇଛି ଭାରତୀୟ ନୌସେନା। ଅଷ୍ଟ୍ରେଲିଆରେ ଆଇଏନଏସ୍ ସୁମେଧା ଉଡ଼ାଇଛି ଜାତୀୟ ପତାକା। ଅଷ୍ଟ୍ରେଲିଆ ସେନାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ତ୍ରିରଙ୍ଗା ଉଡ଼ିଛି।…

ରାଜ୍ୟବାସୀ ମାଗଣାରେ ପାଇବେ ତ୍ରିରଙ୍ଗା, ସରକାରଙ୍କ ଅନୁଦାନରେ ମିଶନ ଶକ୍ତିର ପ୍ରୟାସ

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ଆଉ କିଣିବାକୁ ପଡ଼ିବ ନାହିଁ ତି୍ରରଙ୍ଗା ପତାକା ।  ରାଜ୍ୟବାସୀ ମାଗଣାରେ ପାଇବେ ତ୍ରିରଙ୍ଗା। ମାଗଣାରେ ଜାତୀୟ ପତାକା ଯୋଗାଇଦେବ ମିଶନ ଶକ୍ତି ଗୋଷ୍ଠୀ। ଏଥିପାଇଁ ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି ଅନୁଦାନ । ଚଳିତ ବର୍ଷ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ହେବାକୁ…