ବାପା ସଞ୍ଜୟ ଦତ୍ତଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ତ୍ରିଶଲା, କହିଲେ ଏମିତି କଥା
ମୁମ୍ବାଇ : ବିଗତ କିଛି ଦିନ ମଧ୍ୟରେ ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତଙ୍କ ପ୍ରଥମ ଝିଅ ତ୍ରିଶଲା ନିଜ ପ୍ରେମିକଙ୍କୁ ହରାଇ ଭାଙ୍ଗି ପଡ଼ିଥିବା ବେଳେ ସାନ୍ତ୍ୱନା ଦେବା ପାଇଁ ସଞ୍ଜୟ ତାଙ୍କ ପାଖକୁ ଯାଇ ନଥିଲେ । ସେ ନେଇ ଅନେକ ସମୟରେ ଝିଅ ତ୍ରିଶଲାଙ୍କ ସହ ସଞ୍ଜୟଙ୍କ ସଂପର୍କ କିଭଳି, ପ୍ରଶ୍ନ…