Browsing Tag

troubles in life

ଦୂରେଇ ଯିବ ସବୁ ଭୟ ଆଉ ପାଖ ମାଡିବନି ସଙ୍କଟ, ୨୧ ମଙ୍ଗଳବାର ପର୍ଯ୍ୟନ୍ତ ହନୁମାନଙ୍କୁ ଏମିତି କରନ୍ତୁ ପୂଜା

ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରାଯାଏ। ମାନ୍ୟତା ରହିଛି କି, ଏହିଦିନ ବିଧିବିଧାନରେ ପୂଜା କରିବା ଦ୍ୱାରା ହନୁମାନ ପ୍ରସନ୍ନ ହୋଇଥାନ୍ତି। ପ୍ରଭୁ ବଜରଙ୍ଗବାଲି ନିଜ ଭକ୍ତର ସମସ୍ତ ସଙ୍କଟ ହରଣ କରନ୍ତି। ମଙ୍ଗଳବାର ଦିନ ଏଥିପାଇଁ ଉପବାସ କରାଯାଏ ଏବଂ ଆପଣ ଯଦି କୌଣସି ଶାରୀରିକ ସଙ୍କଟରେ ଗତି…