ପୁଣି ଶିଶୁଙ୍କ ଯୋଡ଼ା ଶରୀରକୁ ଅଲଗା କଲେ ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍, ସଫଳ ହେଲା ସର୍ଜରୀ
ଓଡ଼ିଶାର ଯୋଡ଼ାମୁଣ୍ଡ ଶିଶୁ ଜଗା ବଳିଆଙ୍କ କଥା ମନେ ପକାଇ ଦେଲା ଆଉ ଏକ ସଫଳ ଅପରେସନ୍ । ଦିଲ୍ଲୀ ଏମ୍ସରେ ପୁଣି ଏକ ସଫଳ ଅପରେସନ୍ ହୋଇଛି ଯାଆଁଳା ଶିଶୁଙ୍କର । ଏହି ଯାଆଁଳା ଝିଅ ହେଉଛନ୍ତି ବର୍ଷକର ରିଦ୍ଧି ଓ ସିଦ୍ଧି । ଏମ୍ସର ଏକ ଡାକ୍ତରୀ ଟିମ୍ ପ୍ରାୟ ୧୨ ଘଣ୍ଟା ଧରି ଅପରେସନ୍ କରି…