ଯାଆଁଳା ଛୁଆଙ୍କ ବାପା ଅଲଗା, ପିଲାଙ୍କ ଡିଏନ୍ଏ ଟେଷ୍ଟ ଖୋଲିଦେଲା ମା’ର ଚୋରାପୀରତି ଗୁମର
ଯାଆଁଳା ଛୁଆ ଜନ୍ମ କରିବା ପରେ ବଢ଼ିଲା ମହିଳାଙ୍କ ଚିନ୍ତା। କାରଣ ଉଭୟ ପିଲାଙ୍କ ବାପା ଥିଲେ ଭିନ୍ନ। ଏଭଳି ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି ଚୀନ୍ରୁ। ଏଠାରେ ମହିଳା ଜଣକ ଯାଆଁଳା ଶିଶୁ ଜନ୍ମ କରିବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଥିଲା। କିନ୍ତୁ ମହିଳାଙ୍କ ସ୍ୱାମୀ ପିଲାଙ୍କ…