Browsing Tag

types of bath

ଯଦି ଆପଣ କରୁଛନ୍ତି ‘ରାକ୍ଷସ ସ୍ନାନ’, ତା’ହେଲେ ହୋଇଯାଆନ୍ତୁ ସାବଧାନ, ଅନ୍ୟଥା ସାମ୍ନା କରିବାକୁ ପଡ଼ିବ ଅନେକ ସମସ୍ୟା

ହିନ୍ଦୁ ଜୀବନଶୈଳୀରେ ସ୍ନାନର ବଡ଼ ମହତ୍ତ୍ୱ ରହିଛି। ପୂରା ବର୍ଷରେ ଏମିତି ଅନେକ ଅବସର ଆସିଥାଏ, ଯେବେ ଆମେ ମୋକ୍ଷ ପ୍ରାପ୍ତି ପାଇଁ ନଦୀରେ ସ୍ନାନ କରିଥାଉ। ଏପରି କି, ଆମ ଧର୍ମଗ୍ରନ୍ଥରେ ମଧ୍ୟ ସ୍ନାନ ବିଷୟରେ ସ୍ପଷ୍ଟ ଭାବେ କୁହାଯାଇଛି। ଏଥିରେ ସ୍ନାନକୁ ସମୟ ହିସାବରେ ୪ ଭାଗରେ ବଣ୍ଟା ଯାଇଛି।…