Below header
Browsing Tag

typhone

ଗୁଆମରେ ତାଣ୍ଡବ ରଚୁଛି ଟାଇଫୁନ୍‌ ‘ମଓ୍ଵାର୍‌’, ଜରୁରୀ ସ୍ଥିତି ଘୋଷଣା କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍‌

କେନ୍ୟୁଜ(ବ୍ୟୁରୋ):  ଗୁଆମରେ ତାଣ୍ଡବ ରଚୁଛି ମୱାର। ୨୧ ବର୍ଷ ପରେ ଏତେ ବଡ଼ ଭୟଙ୍କର ଟାଇଫୁନ ଦେଖିଛି ଗୁଆମ। ଗୁଆମରେ ହିଟ୍‌ କରିଛି ଟାଇଫୁନ୍‌ ‘ମଓ୍ଵାର୍‌’। ୨୨୫ କି.ମି ବେଗରେ ପନବ ଏହି ଅଂଚଳକୁ ଛାରଖାର କରୁଛି। ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଆଶଙ୍କା ବଢିଛି। ଆଜି ରାତିରେ ମୱାର ଆହୁରି…