Below header
Browsing Tag

uma samantray

ଶଙ୍ଖଭବନରେ ଉମା ଓ ସଂଜୟ, ସତ୍ୟବାଦୀ ବିବାଦକୁ ନେଇ ଶଙ୍ଖଭବନରେ ବସିଛି ବୈଠକ

ଭୁବନେଶ୍ୱର :  ଶଙ୍ଖଭବନରେ ଉମା ଓ ସଂଜୟ। ସତ୍ୟବାଦୀ ବିବାଦକୁ ନେଇ ଶଙ୍ଖଭବନରେ ବୈଠକ ବସିଛି। ଭିଡିଓ ଭାଇରାଲ ଘଟଣା ପରେ ଶଙ୍ଖଭବନରେ ଉଭୟ ନେତା ପହଞ୍ଚିଛନ୍ତି। ବୈଠକରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ ଓ ପ୍ରଣବ ବଳବନ୍ତରାୟ ଉପସ୍ଥିତ ଅଛନ୍ତି। ପୁରୀ ଜିଲ୍ଲା…

କୋଭିଡ଼ କଟକଣା ଉଲଂଘନ: ଉମା ସାମନ୍ତରାୟଙ୍କ ବିରୋଧରେ ମାମଲା ରୁଜୁ, ଅପରାଜିତା ଷଡଙ୍ଗୀଙ୍କ ନାଁରେ କେବେ ?

ଭୁବନେଶ୍ବର: ଦୁଇ ଜଣ ଜନପ୍ରତିନିଧି । ଜଣେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ଅନ୍ୟ ଜଣେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ । ଦୁଇ ଜଣଙ୍କ ନାଁରେ ରହିଛି କୋଭିଡ୍‌ ନିୟମ ଉଲଂଘନ ଅଭିଯୋଗ । କୋଭିଡ୍‌ କଟକଣା ଉଲଂଘନ ଅଭିଯୋଗରେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ନାଁରେ ମାମଲା ରୁଜୁ…