ଅସହାୟଙ୍କ ଦରଦୀ ବନ୍ଧୁ ଅନୁଗୁଳ ୟୁନିଟ୍ ସଙ୍ଗଠନର ଆଉ ଏକ ମହାନତା, କଟକରେ ଥାଲେସେମିଆ ରୋଗୀଙ୍କ ପାଇଁ ଦାନ କଲେ ୭ ୟୁନିଟ…
କଟକ(କେନ୍ୟୁଜ୍): ଥାଲେସେମିଆ ରୋଗୀଙ୍କ ପାଇଁ ସ୍ବେଛାକୃତ ରକ୍ତଦାନ କଲେ ୟୂନିଟ୍ ସାଙ୍ଗଠନର ସଦସ୍ୟ । ଆଜିର ସମାଜରେ ଯେଉଁଠି ମଣିଷ ଆଉ ଗୋଟିଏ ମଣିଷକୁ ସାହାଯ୍ୟ କରିବାରେ ପଛଘୁଞ୍ଚା ଦେଉଛି ସେଠାରେ ଏହି ୟୁନିଟି ନାମକ ଏକ ସଙ୍ଗଠନର ସଦସ୍ୟ ଏକ ଉଦାହାରଣ ସାଜିଛନ୍ତି। ସୁଦୂର ଅନୁଗୁଳରୁ ଆଜି…