Browsing Tag

unknown disease in rayagada

କରୋନା ମହାମାରୀଠୁ ବଳିଗଲା ଅଜଣା ରୋଗର କଷ୍ଟ, ରାୟଗଡ଼ା ଜିଲ୍ଲାରେ ୫ ଦିନରେ ୪ ମୃତ୍ୟୁ

କେନ୍ୟୁଜ(ବ୍ୟୁରୋ): କରୋନା ମହାମାରୀଠୁ ବଳିଯାଇଛି ଅଜଣା ରୋଗର କଷ୍ଟ । ରାୟଗଡ଼ା ସଦର ବ୍ଲକ୍‌ ସାନ ଚାନ୍ଦିଲି ଗାଁରେ ଅଜଣା ରୋଗ ଆତଙ୍କ ଖେଳାଇଛି । ଗତ ୫ ଦିନ ମଧ୍ୟରେ ମହିମା ସାହିର ୪ ଜଣ ମୃତ୍ୟୁବରଣ କରିଥିବା ବେଳେ ଅନେକ ଆକ୍ରାନ୍ତ ଚିକିତ୍ସା ସୁବିଧା ନପାଇ ଘରେ ପଡ଼ିରହିଛନ୍ତି । ଗରୀବ…