Browsing Tag

unwashed mask

ଓଦା କିମ୍ବା ଅଧୁଆ ମାସ୍କ ପିନ୍ଧୁଥିଲେ ସାବଧାନ! ହୋଇପାରନ୍ତି ବ୍ଲାକ ଫଙ୍ଗସ ସଂକ୍ରମିତ

କରୋନା ପରେ ଏବେ ବ୍ଲାକ ଫଙ୍ଗସ ଏକ ବଡ଼ ବିପଦ ଭାବେ ଉଭା ହୋଇଛି। ଏହା ରୋଗୀଙ୍କ ଶରୀରର ନାକ, ଆଖି, ସାଇନସ ଓ କିଛି ମାମଲାରେ ମସ୍ତିଷ୍କକୁ ବି ପ୍ରଭାବିତ କରୁଛି। ମାତ୍ର ଏହା ବ୍ୟାପିବାର କାରଣ ସମ୍ପର୍କରେ ଲୋକେ ଅନଭିଜ୍ଞ ଥିବାରୁ ଠିକ ଭାବେ ସଚେତନ ହୋଇପାରୁନାହାନ୍ତି। ଡାକ୍ତରଙ୍କ…