UPPSCରେ ଆସିଲା ଏମିତି ପ୍ରଶ୍ନ, ସାଂସଦ ଆଜମ୍ ଖାନ୍ଙ୍କ ଉପରେ ଲାଗିଛି କେତେ ଛେଳି ଚୋରିର ଅଭିଯୋଗ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ରାମପୁରର ସପା ସାଂସଦ ଆଜମ୍ ଖାନ୍ ଏବେ କେବଳ ବିଜେପି ସରକାରଙ୍କ ନୁହେଁ ବରଂ ଉତ୍ତର ପ୍ରଦେଶ ଲୋକସେବା ଆୟୋଗ (UPPSC)ଙ୍କ ନଜରକୁ ମଧ୍ୟ ଆସିଛନ୍ତି। ପିସିଏସ୍ର ପରୀକ୍ଷାର୍ଥୀଙ୍କ ସାକ୍ଷାତକାର ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପରୀକ୍ଷାର୍ଥୀଙ୍କୁ ଅନ୍ୟ…