Browsing Tag

urvashi rautela married gautam gulati

ଉର୍ବଶୀ ରୋତେଲାଙ୍କୁ ବିବାହ କଲେ ଗୌତମ ଗୁଲାଟୀ, ଫଟୋ ସେୟାର କରି କହିଲେ- ‘ଶୁଭେଚ୍ଛା ଜଣାଇବେନି!’

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୋତେଲା ଓ ଅଭିନେତା ଗୌତମ ଗୁଲାଟୀଙ୍କର ଏକ ଫଟୋ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହେଉଛି। ଏହି ଫଟୋରେ ଉର୍ବଶୀ ବୋହୂ ବେଶରେ ଲାଲ୍‌ ଲେହେଙ୍ଗା ପିନ୍ଧିଥିବା ବେଳେ ଗୌତମ ଶେରଓ୍ଵାନୀ ପିନ୍ଧିଛନ୍ତି। ଫଟୋକୁ ଗୌତମ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଏହି…