Browsing Tag

US ambassador

ଦିଲ୍ଲୀ ମେଟ୍ରୋରେ ଯାତ୍ରା କଲେ ଆମେରିକା ରାଷ୍ଟ୍ରଦୂତ ଏରିକ୍‌ ଗାର୍ସେଟି, ଯାତ୍ରୀମାନଙ୍କ ସହିତ ନେଲେ ସେଲ୍‌ଫି

ଆମେରିକା ରାଷ୍ଟ୍ରଦୂତ ଏରିକ ଗାର୍ସେଟି ବୁଧବାର ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଛନ୍ତି। ଏହି ସମୟରେ ସେ ଯାତ୍ରୀମାନଙ୍କ ସହିତ କଥାବାର୍ତ୍ତା କରିଥିଲେ। ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ‘ଏକ୍ସ’ରେ ଏହା ସହିତ ଜଡ଼ିତ ଫଟୋ ସେୟାର କରି ସୂଚନା ଦେଇଛି। ଡିଏମ୍‌ଆର୍‌ସି ଦ୍ୱାରା ଦିଆଯାଇଥିବା…

ଏରିକ୍‌ ଗାରସେଟି ହେଲେ ଭାରତରେ ଆମେରିକା ରାଷ୍ଟ୍ରଦୂତ, ନା ଘୋଷଣା କଲେ ଜୋ ବାଇଡେନ୍

ଆମେରିକା: ଏରିକ୍‌ ଗାରସେଟି ହେଲେ ଭାରତରେ ଆମେରିକା ରାଷ୍ଟ୍ରଦୂତ । ଲସ ଆଞ୍ଜେଲସର ମେୟର ଏରିକ୍‌ ଗାରସେଟିଙ୍କୁ ଭାରତରେ ଆମେରିକା ରାଷ୍ଟ୍ରଦୂତ ଭାବେ ଦାୟିତ୍ୱ ଦିଆଯାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ନାଁ ଘୋଷଣା କରିଛନ୍ତି । ମେୟର ଏରିକ୍‌ ଗାରସେଟି ଲସ ଆଞ୍ଜେଲସରେ ବିକାଶକୁ…