Browsing Tag

US-Russia conflict

ବଢ଼ିଲା ଆମେରିକା-ଋଷିଆ କୂଟନୈତିକ ସଙ୍କଟ: ଭ୍ଲାଦିମର ପୁତିନ୍‌ଙ୍କୁ ହତ୍ୟାକାରୀ ବୋଲି ଆକ୍ଷେପ କଲେ ବାଇଡେନ୍‌

ତେଜିବାରେ ଲାଗିଛି ଆମେରିକା-ଋଷ ବିବାଦ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆକ୍ଷେପ ପରେ ବିବାଦ ଘନେଇବାରେ ଲାଗିଛି । ଭ୍ଲାଦିମର ପୁତିନ୍‌ଙ୍କୁ ହତ୍ୟାକାରୀ ବୋଲି ଆକ୍ଷେପ କଲେ ଜୋ ବାଇଡେନ୍‌ । ଏହାସହ ଆମେରିକା ନିର୍ବାଚନରେ ଅଯଥା ହସ୍ତକ୍ଷେପ ଯୋଗୁଁ ତାଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ…