Browsing Tag

US tells India oil imports from Iran

ଭାରତକୁ ଆମେରିକାର ଦୀପାବଳି ଭେଟି, ଇରାନରୁ ତେଲ କିଣିବା ଉପରୁ କୋହଳ କଲା କଟକଣା

ଆମେରିକା(କେନ୍ଯୁଜ୍) : ଭାରତକୁ ଆମେରିକାର ଦୀପାବଳି ଭେଟି । ଇରାନରୁ ତେଲ କିଣିବା ଉପରୁ କଟକଣା କୋହଳ କଲା ଆମେରିକା । ଭାରତ ସମେତ ୮ଟି ଦେଶ ପାଇଁ କଟକଣା କୋହଳ କରାଯାଇଛି । ଏଥିରେ ଜାପାନ ଓ ଦକ୍ଷିଣ କୋରିଆ ମଧ୍ୟ ସାମିଲ ଅଛନ୍ତି । ନଭେମ୍ବର ୪ ସୁଦ୍ଧା ତେଲ କିଣିବା ନେଇ ଇରାନ ଉପରେ…