Browsing Tag

use of silverware for children

ରୁପା ପାତ୍ରରେ ପିଲାଙ୍କୁ ଦିଅନ୍ତୁ ଖାଇବାକୁ, ମିଳିବ ଏହି ସବୁ ଫାଇଦା

ଚାନ୍ଦି ବା ରୁପା ପାତ୍ରରେ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ସେଥିପାଇଁ ବୋଧହୁଏ ଛୋଟ ପିଲାଙ୍କୁ ପ୍ରଥମେ ରୁପା ଚାମଚରେ ମହୁ ଚଟାଯାଇଥାଏ । ଆଗକାଳରେ ସେଥିପାଇଁ ଜେଜେ ମା’ ଓ ଆଇ ପିଲାଙ୍କୁ ରୁପା ପାତ୍ରରେ ଖାଇବାକୁ ଦେଇଥାନ୍ତି । ଆସନ୍ତୁ ଜାଣିବା ରୁପା ପାତ୍ରରେ ପିଲାଙ୍କୁ…