Browsing Tag

Vaccine for children aged 3 years and above

୬ ମାସ ମଧ୍ୟରେ ପିଲାଙ୍କ ପାଇଁ ଆସିବ କୋଭିଡ ଟିକା, ବଜାରକୁ ଛାଡ଼ିବ ସିରମ ଇନଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ :  ଖୁବ ଶୀଘ୍ର ବଜାରକୁ ଆସିବ ଶିଶୁଙ୍କ ପାଇଁ କୋଭିଡ ଟିକା । ଏମିତି ସୂଚନା ଦେଇଛନ୍ତି ସିରମ ଇନ୍‌ଷ୍ଟିଚ୍ୟୁଟର ସିଇଓ ଅଦର ପୁନେଓ୍ଵାଲା । ଏହି ଟିକା ୩ ବର୍ଷରୁ ଉର୍ଦ୍ଧ୍ୱ ବୟସର ଶିଶୁମାନେ ନେଇ ପାରିବେ । ଏଥିପାଇଁ ସିରମ ଇନଷ୍ଟିଚ୍ୟୁଟ ଦୀର୍ଘ ଦିନ ଧରି କାମ ଚଳାଇଥିଲା । ଆଉ ୬ ମାସ…