ଆର୍ଥିକ ସଙ୍କଟରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଭୁଲରେ ବି ଗାଧୁଆ ଘରେ କରନ୍ତୁ ନାହିଁ ଏସବୁ କାମ
ବାସ୍ତୁର ପ୍ରଭାବ ଘରର ବାଥ୍ରୁମ୍ ଉପରେ ଅଧିକ ପଡ଼ିଥାଏ। ଏଣୁ ବାଥ୍ରୁମ୍ରେ କୌଣସି ଏଭଳି କାମ କରିବା କଥା ନୁହେଁ, ଯାହା ଫଳରେ ବାସ୍ତୁଦୋଷ ବଢ଼ିପାରେ। ଯଦି ବାଥରୁମ୍ରେ ଏସବୁ ବାରଣ କରାଯାଉଥିବା କାମକୁ ନ କରିବା ତେବେ ଆମକୁ ଜୀବନରେ ଅନେକ ଉନ୍ନତି ମିଳିବ। ତେବେ ଆସନ୍ତୁ ଜାଣିବା…