ଶୋଇବା ବେଳେ ମୁଣ୍ଡ ପାଖର ଏହି ସବୁ ଜିନିଷ ରଖୁଛନ୍ତି କି ? ସାରା ଜୀବନ ଲାଗି ରହିବି ଆର୍ଥିକ ସଙ୍କଟ
ଜୀବନରେ ବାସ୍ତୁଶାସ୍ତ୍ରର ବିଶେଷ ମହତ୍ବ ରହିଛି | ମଣିଷର ଜୀବନକୁ ବିଭିନ୍ନ ପ୍ରକାରରେ ପ୍ରଭାବିତ କରିଥାଏ ବାସ୍ତୁ | ଘରର ବାସ୍ତୁ ଯଦି ଠିକ ନଥାଏ ତେବେ ଘରେ ବିଭିନ୍ନ ପ୍ରକାର ଅସୁବିଧା ସୃଷ୍ଟି ହୋଇଥାଏ | ସେହିପରି ଘରେ ରଖାଯାଇଥିବା ବସୁ ଜିନିଷର କିଛି ନା କିଛି ଅର୍ଥ ନିଶ୍ଚୟ ରହିବାସ୍ତଛି |…