Browsing Tag

vastu tips for main gate

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟ କବାଟ କିପରି ହେବା ଉଚିତ, ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ଘର ସହ ଅନେକ ବାସ୍ତୁଦୋଷ ଜଡ଼ିତ ଥାଏ। ସେହିପରି ଯେଉଁ ଘରେ କୌଣସି କଥାକୁ ନେଇ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥାଏ ବା ଘରର ସଦସ୍ୟ କୌଣସି ଗମ୍ଭୀର ରୋଗରେ ଚିନ୍ତିତ ରହିଥାନ୍ତି, ତେବେ ସେହି ଘରେ ନିଶ୍ଚିନ୍ତି ରୂପେ ବାସ୍ତୁ ଦୋଷ ରହିଥାଏ। ଘରର ପ୍ରତ୍ୟେକ ସ୍ଥାନ ବାସ୍ତୁ ସହ…