Browsing Tag

vehicle factories

ଅଟୋମୋବାଇଲ ଶିଳ୍ପ ଉପରେ କରୋନା ଭାଇରସର ପ୍ରଭାବ: ମାରୁତି,ମହିନ୍ଦ୍ରା,ହିରୋ ସହ ବିଭିନ୍ନ କାରଖାନାରେ ଝୁଲିଲା ତାଲା

ମୁମ୍ବାଇ:  ଭାରତୀୟ ଅର୍ଥନୀତିର ବିଭିନ୍ନ କ୍ଷେତ୍ରକୁ ଉପରେ କରୋନା ଭାଇରସର ପ୍ରଭାବ। ଯେଉଁଥିରୁ ବାଦ୍ ପଡ଼ିନାହିଁ ଅଟୋମୋବାଇଲ ଶିଳ୍ପ ମାରୁତି ସୁଜୁକି, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ଫିଆଟ୍‌ ଭଳି କାର୍‌ କଂପାନି ଓ ହିରୋ ଭଳି ଦୁଇ ଚକିଆ ଯାନ ନିର୍ମାତାଙ୍କ ପକ୍ଷରୁ କାରଖାନା ବନ୍ଦ…