Below header
Browsing Tag

Video Conferencing App

JioMeet ପରେ Airtel ଲଞ୍ଚ କରିପାରେ ଭିଡିଓ କନଫରେନ୍ସି ଆପ୍‌

ରିଲାଏନ୍ସ ଜିଓ ନିକଟରେ ଭିଡିଓ କନଫରେନ୍ସି ଆପ୍‌ ଜିଓମିଟ୍‌ ଲଞ୍ଚ କରିଥିଲା। ଯାହା ଠିକ୍‌ ଜୁମ୍‌ ଆପ୍‌ ଭଳି କାମ କରିଥାଏ। JioMeet ଲଞ୍ଚ ହେବା ପରେ ଏବେ ଏୟାରଟେଲ ମଧ୍ୟ ଭିଡିଓ କନଫରେନ୍ସି ଆପ୍‌ ଲଞ୍ଚ କରିବାକୁ ଯାଉଛି। ରିପୋର୍ଟ ମୁତାବକ, ଏୟାରଟେଲ କୌଣସି ଇଣ୍ଟରପ୍ରାଇଜେସ ଗ୍ରେଡ…