କେବେବି ଘରେ ରହେନାହିଁ ଏମିତି ଭାବରେ କମାଇଥିବା ଟଙ୍କା, ଆପଣଙ୍କୁ କରିଦିଏ ଦରିଦ୍ର ! ଜାଣନ୍ତୁ ବିଦୁର ନୀତି
ମହାଭାରତ କାଳରେ ମହାତ୍ମା ବିଦୁର ଯିଏ କୌରବ ଏବଂ ପାଣ୍ଡବଙ୍କ ରାଜନୀତି ସହିତ ଯୁଦ୍ଧକାଳର ଜ୍ଞାନ ଦେଇଥିଲେ ତାଙ୍କୁ ମହାତ୍ମାଙ୍କ ଅବତାର କୁହାଯାଏ। ଏମାନେ କହିଯାଇଥିବା ବାକ୍ୟକୁ ବି ଜୀବନର ସାରା ମଧ୍ୟ କୁହାଯାଏ। ମହାତ୍ମା ବିଦୁରଙ୍କ ଦ୍ୱାରା ଜୀବନ ସହିତ ଜଡିତ ଅନେକ ନୀତି କୁହାଯାଇଥିଲା ଯାହାର…