Below header
Browsing Tag

vigilance raid in angul

ଅନୁଗୁଳ ଓ ସାତକୋଶିଆ ବନଖଣ୍ଡର ବିଭିନ୍ନ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ, ବାଉଁଶ ପୂର୍ଣ୍ଣଜନନରେ ହେରଫେର ନେଇ ୪୦ ଜଣିଆ…

ଅନୁଗୁଳ: ଅନୁଗୁଳ ଓ ସାତକୋଶିଆ ବନଖଣ୍ଡର ବିଭିନ୍ନ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ । ବାଉଁଶ ପୂର୍ଣ୍ଣଜନନରେ ହେରଫେର ନେଇ ଚାଲିଛି ଚଢ଼ାଉ। ଲୋକାଯୁକ୍ତରେ ଏ ନେଇ ହୋଇଥିଲା ଅଭିଯୋଗ । ଦୁଇ ଦିନ ଧରି ପ୍ରାୟ ୪୦ ଜଣିଆ ସଦସ୍ୟ ଏହି ଚଢ଼ାଉରେ ସାମିଲ ହୋଇଥିବା ସୂଚନା । ଅନୁଗୁଳ ବନଖଣ୍ଡ ବନ୍ତଳା…