ଭିଜିଲାନ୍ସ ଅଧିକାରୀଙ୍କୁ ବିଦେଶରେ ଅନୁସନ୍ଧାନ ଶୀର୍ଷକ ତାଲିମ ପ୍ରଦାନ, ଓଡିଶା ଭିଜିଲାନ୍ସର ମୋଟ୍ ୧୨୯ ଜଣ ଅଧିକାରୀ…
କଟକ: ଭିଜିଲାନ୍ସ ଅଧିକାରୀଙ୍କୁ ବିଦେଶରେ ଅନୁସନ୍ଧାନ ଶୀର୍ଷକ ତାଲିମ ପ୍ରଦାନ କରାଯାଇଛି । ଦିନିକିଆ ଏହି ଅନଲାଇନ ତାଲିମ କାର୍ଯ୍ୟକ୍ରମରେ ଓଡିଶା ଭିଜିଲାନ୍ସର ଇନ୍ସପେକ୍ଟର ଠାରୁ ଏସ୍ପି ର୍ୟାଙ୍କ ପର୍ଯ୍ୟନ୍ତ ୧୨୯ ଜଣ ଅଧିକାରୀ ସାମିଲ ହୋଇଥିଲେ । ଦୁର୍ନୀତିର ଚେର କେବଳ ରାଜ୍ୟ କିମ୍ବା…