Browsing Tag

Villagers blocked

କାର ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ୨ ଘଣ୍ଟା ଧରି ରାସ୍ତାରୋକ କଲେ ଉତ୍ୟକ୍ତ ଲୋକ

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କମର-ପଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର କନ୍ତୋର ଗାଁ ନୂଆସାହି ନିକଟରେ ସ୍କୁଲ ଛାତ୍ରୀ ଦୁର୍ଘଟଣାକୁ ନେଇ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । କନ୍ତୋର ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଛାତ୍ରୀ ପାୟଲ…