Below header
Browsing Tag

villagers thrashed

ବିଧବା ମହିଳାଙ୍କ ସହ ପ୍ରେମ ସମ୍ପର୍କ ପଡିଲା ମହଙ୍ଗା, ଉଭୟଙ୍କୁ ବାନ୍ଧି ଗାଁ ବୁଲାଇଲେ ଲୋକେ

ତାଳଚେର(କେନ୍ୟୁଜ୍): ତାତିଲେ ଗାଁ ଲୋକେ। ବିଧବା ମହିଳାଙ୍କ ସହ ପ୍ରେମ ସମ୍ପର୍କ ପଡିଲା ମହଙ୍ଗା । ମହିଳାଙ୍କ ସହ କୋଠରୀ ଭିତରେ ପ୍ରେମିକ ଥିବା ବେଳେ ବାହାର ପଟୁ ତାଲା ପକାଇଦେଲେ ଶାଶୁ ଘର ଲୋକେ । ଆଉ ରାତିସାରା ତାଲା ପକାଇବା ପରେ ସକାଳେ ଉଭୟଙ୍କୁ କୋଠରୀ ଭିତରୁ କାଢି ଦଉଡ଼ିରେ ବାନ୍ଧି…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଠେଙ୍ଗାରେ ପିଟି ଯୁବକଙ୍କୁ ହତ୍ଯା

ଭଞ୍ଜନଗର(କେନ୍ଯୁଜ୍): ସଂଘବଧ ଆକ୍ରମଣ କରି ଯୁବକଙ୍କୁ ହତ୍ଯା। ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ନଳବଣା ଗାଁରେ ଏଭଳି ଘଟଣା ଘଟିଛି। ମୃତ ବ୍ଯକ୍ତି ଜଣକ ହେଉଛନ୍ତି ଉକ୍ତ ଗ୍ରାମର ନାଗା ଗୌଡ। ଗତକାଲି ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାଙ୍କୁ କେନ୍ଦ୍ର କରି ଏଭଳି ହତ୍ଯା ଘଟିଥିବା ନେଇ…

ସାମାନ୍ଯ ବଚସାକୁ ନେଇ ଠେଙ୍ଗାରେ ବାଡେଇ ଯୁବକଙ୍କୁ ହତ୍ଯା

ସୋରଡା(କେନ୍ଯୁଜ୍): ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ହାଡିଗୋଡା ଗ୍ରାମରେ ଠେଙ୍ଗାରେ ବାଡେଇ ବାଡେଇ ଯୁବକଙ୍କୁ ହତ୍ଯା। ଘଟଣାସ୍ଥଳରେ ଅରୁଣଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ ଗତକାଲି ଗ୍ରାମରେ ଏକ ବିବାହ ଭୋଜିର ଆୟୋଜନ କରାଯାଇଥିଲା। ସେହି ଭୋଜିରେ ଅରୁଣଙ୍କ ସହିତ ଗ୍ରାମର କିଛି…

ଗୁପ୍ତଧନ ପାଇବା ପାଇଁ ଚାଲିଥିଲା ପୂଜାର୍ଚ୍ଚନା, ଜାଣିବା ପରେ ନିର୍ଧୁମ ଛେଚିଲେ ଗାଁ ଲୋକ

ବୌଦ୍ଧ(କେନ୍ଯୁଜ୍): ଗୁପ୍ତଧନ ପାଇବା ଆଶାରେ ଗୁପ୍ତ ପୂଜାର୍ଚ୍ଚନା ପଡିଲା ମହଙ୍ଗା। ଗ୍ରାମବାସୀଙ୍କ ହାତରେ ଧରା ପଡି ନିର୍ଧୁମ ଛେଚା ଖାଇଲେ କର୍ତ୍ତା ଓ ପୂଜକ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ କରଞ୍ଜକଟା ଗ୍ରାମରେ। ପୋଲିସ ସୂଚନା…